Answer:
ଲାଗୁଛି class-9 ର notes ଖୋଜିବାକୁ ପଡ଼ିବ... Haha
Sorry ମୁଁ ଭୂଲିଯାଇଛି ..
କିଛି ମନେ ଅଛି lol
3. ପ୍ରଥମା ବିଭକ୍ତି: ଟି, ଟା, ଏ, ଗୁଡିଏ, ଗୁଡ଼ାଏ, ମାନେ
ଏକ ବଚନ : ଟି, ଟା, ଏ,
ବହୁ ବଚନ : ଗୁଡିଏ, ଗୁଡ଼ାଏ, ମାନେ
4. ରେ, ଦ୍ଵାରା, ଦେଇ
5. ରେ, ଠାରେ, ମାନଙ୍କ ଠାରେ
Short trick:
ପ୍ରଥମା ବିଭକ୍ତି: ଟି
ଦ୍ଵିତୀୟା ବିଭକ୍ତି: କୁ
as continued....
ଟି, କୁ, ରେ, କୁ, ରୁ, ର, ରେ
Sorry if any mistakes as, I read them 4 years ago
1.
2.
ଯେଉଁ ବର୍ଣ୍ଣ ଦ୍ଵାରା ସଂଖ୍ୟା ଅଥବା କାରକ ସ୍ଵଚିତ ହୁଏ ; ତାହାକୁ "ବିଭକ୍ତି" କହନ୍ତି
3.
ପ୍ରଥମା ବିଭକ୍ତି
4.
ତୃତୀୟା ବିଭକ୍ତି
5.
ସପ୍ତମୀ ବିଭକ୍ତି
#ଜୟ ଜଗନ୍ନାଥ
Copyright © 2024 EHUB.TIPS team's - All rights reserved.
Answers & Comments
Answer:
ଲାଗୁଛି class-9 ର notes ଖୋଜିବାକୁ ପଡ଼ିବ... Haha
Sorry ମୁଁ ଭୂଲିଯାଇଛି ..
କିଛି ମନେ ଅଛି lol
3. ପ୍ରଥମା ବିଭକ୍ତି: ଟି, ଟା, ଏ, ଗୁଡିଏ, ଗୁଡ଼ାଏ, ମାନେ
ଏକ ବଚନ : ଟି, ଟା, ଏ,
ବହୁ ବଚନ : ଗୁଡିଏ, ଗୁଡ଼ାଏ, ମାନେ
4. ରେ, ଦ୍ଵାରା, ଦେଇ
5. ରେ, ଠାରେ, ମାନଙ୍କ ଠାରେ
Short trick:
ପ୍ରଥମା ବିଭକ୍ତି: ଟି
ଦ୍ଵିତୀୟା ବିଭକ୍ତି: କୁ
as continued....
ଟି, କୁ, ରେ, କୁ, ରୁ, ର, ରେ
Sorry if any mistakes as, I read them 4 years ago
Verified answer
1.
2.
ଯେଉଁ ବର୍ଣ୍ଣ ଦ୍ଵାରା ସଂଖ୍ୟା ଅଥବା କାରକ ସ୍ଵଚିତ ହୁଏ ; ତାହାକୁ "ବିଭକ୍ତି" କହନ୍ତି
3.
ପ୍ରଥମା ବିଭକ୍ତି
4.
ତୃତୀୟା ବିଭକ୍ତି
5.
ସପ୍ତମୀ ବିଭକ୍ତି
#ଜୟ ଜଗନ୍ନାଥ