Questions


June 2021 2 46 Report
Passage-

ମା: ତୁମେ ଆର ମାସରେ ଷ୍ଟଡ଼ିଟୁର ଯାଉଛି କି ?
ସୁରଭି : ହଁ ମା, ଆମେ ଦାର୍ଜିଲିଂ ଯାଉଛି ।
ମା: ତୁମ ସାଥରେ ଆଉ କିଏ ଯାଉଛନ୍ତି ?
ସୁରଭି : ମୋ ସାଥିରେ ସାଙ୍ଗମାନେ ଓ ଶିକ୍ଷକମାନେ ଯାଉଛନ୍ତି ।
ମା : ତୁମେ ଦାର୍ଜିଲିଂକୁ କିପରି ଯିବ ?
ସୁରଭି : ଆମେ ବସ୍‌ରେ ଯିବୁ ।
ମା: ତୁମେ ସେଠାରେ କେଉଁଠି ରହିବ ?
ସୁରଭି : ହୋଟେଲରେ ।

Translate it into English.

Answers & Comments


Add an Answer


Please enter comments
Please enter your name.
Please enter the correct email address.
You must agree before submitting.

Helpful Social

Copyright © 2024 EHUB.TIPS team's - All rights reserved.