ହୋଲିପ ଓଡିଓ
୪ ୨
ଗାଁର ଶେଷେ ଏକଣା ଘରେ
ବଉଳ ଫୁଲ ଯେଉଁଠି ଝରେ,
ଥିଲା ଯେ ପୁଣି ବିଧବା ଏକ
ବାଳୁତ ତା’ର ଛୁଆଟି ।
ଛୋଟ ମୋର ଗାଆଁଟି !
ହବିଷ ଖାଇ ଚଉରା ମୂଳେ
ନିତି ସେ ଆସି ପ୍ରଣତି ଜାଳେ,
ଆକାଶଦୀପ ହୋଇ ଯେ ଜଳେ
ଭୋକିଲା ତା’ର ‘ସାହା’ଟି ।
ଛୋଟ ମୋର ଗାଆଁଟି !
ଏସବୁ କଥା ଛବିଟି ପରି
ପ୍ରବାସେ ମନେ ଉଠଇ ଝଳି ।
ଇଚ୍ଛା ହୁଏ ମାଟିରେ ତା’ର
ଶିରଟି ଥରେ ନୁଆନ୍ତି ।
ଛୋଟ ମୋର ଗାଆଁଟି !​

Add an Answer


Please enter comments
Please enter your name.
Please enter the correct email address.
You must agree before submitting.

Helpful Social

Copyright © 2024 EHUB.TIPS team's - All rights reserved.