ପ୍ରଶ୍ରାବଳୀ
1?ଗାନ୍ଧିଜୀ କେଉଁଠାରେ ଲବଣ ଆଇନ ଅମାନ୍ୟ କରିଥିଲେ ?
2.ପୁଲିସ୍ କେଉଁ ଲୋକମାନଙ୍କର ହାତ ମୋଡ଼ି ଦେଲେ ?
3.ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହୋଇଥିଲା କାହିଁକି ?

4.ଦେଖଣାହାରି ଲୋକେ ହଠାତ୍ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ କାହିଁକି ?
5.ଲୁଣମାଟି ସାଉଁଟିବା କାର୍ଯ୍ୟରେ କେଉଁମାନେ ବହୁ ସଂଖ୍ୟାରେ ଥିଲେ ?
6.ପୁଲିସ ନିୟେଷ୍ଟ ହୋଇଥିଲା କାହିଁକି ?
7.ଗାନ୍ଧିଜୀ ସୋମବାର ଦିନ କାହିଁକି କିଛି କହିପାରିଲେ ନାହିଁ ?
8.ୟଙ୍ଗ ଇଣ୍ଡିଆ ପତ୍ରିକାରେ ଗାନ୍ଧିଜୀ କ'ଣ ଲେଖୁଥିଲେ ?
9.ଆରେ ଲବଣ ଆଇନ ଅମାନ୍ୟକାରୀଙ୍କୁ ଗାନ୍ଧିଜୀ କ’ଣ କହିଥିଲେ ?
୧୦. ପୁଲିର ହୃଦୟ କିପରି ପରିବର୍ତ୍ତନ ହେବ ବୋଲି ଗାନ୍ଧିଜୀ କହିଥିଲେ ?
୧୧. ରାତି ଅଧରେ ଗାନ୍ଧିଜୀଙ୍କୁ କେଉଁ ଖବର ମିଳିଥିଲା ?
୧୨. ଗାନ୍ଧିଜୀ ଆଟ୍ ଓ ଭୀମୁଡ଼ରେ କେଉଁ ଦୃଶ୍ୟ ଦେଖିଲେ ?
୧୩. କେଉଁ ନୀତି ଅବଲମ୍ବନ କଲେ ଭାରତ ନିକଟ ଭବିଷ୍ୟତରେ ସ୍ଵରାଜ୍ୟ ଫେରିପାଇବ ବୋଲି ଗାନ୍ଧିଜୀ ଆଶା
କରିଥିଲେ ?
୧୪. କେଉଁ ଉପାୟରେ ସ୍ବାଧାନତା ଲାଭ କଲେ ତାହା ଚିରଞ୍ଜୀବୀ ହୁଏ ?
answer please odia QUESTIONS​

Answers & Comments


Add an Answer


Please enter comments
Please enter your name.
Please enter the correct email address.
You must agree before submitting.

Helpful Social

Copyright © 2024 EHUB.TIPS team's - All rights reserved.